କଣ୍ଟାମାଳ:(ମନଧରକର୍ମୀ)ଇହେ ହେଉଛନ୍ତି ମାନିଷ୍କା ମହାକୁଡ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ସୌରିବେଙ୍ଗେଶ ଗ୍ରାମର ଦୁଃସାସନ ମହାକୁଡ ଓ ଲିଲି ମହାକୁଡ ଙ୍କ ଏକ ମାତ୍ର ଝିଅ ଇଏ ଜନ୍ମ ରୁ ମୁକ ଭଗବାନ ତାକୁ ମନୁଷ୍ୟ ଜନ୍ମ ଦେଇଛନ୍ତି ସତ କିନ୍ତୁ ତାର ଭାଗ୍ୟ ରେ ଦୁଃଖ ହିଁ ଦୁଃଖ ବୟସ 6ବର୍ଷ। ତାର ବାପା ମନିଷ୍କା ଙ୍କୁ ଜନ୍ମ ଦେବା ପରେ ମୋର ଝିଅ ପାଠ ପଢି ମୋ କୁଲ ଉଦ୍ଧାର କରିବା ସହ ତାର ଶଶୁର କୁଳ ଉଦ୍ଧାର କରିବ ବୋଳି ଆସା କରିଥିଲେ ହେଲେ ତାଙ୍କର ସପ୍ନ ସପ୍ନ ରେ ହିଁ ରହିଗଲା। ସେ ଦୁଇ ଥର ହେଳା ଭିନ୍ନ କ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ତାଙ୍କ ଝିଅ ମନିସ୍କା ଙ୍କୁ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର କୁ ନେଇ ଥିଲେ ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ ଭିନ୍ନକ୍ଷମ ପ୍ରମାଣ ପତ୍ର। ସେମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପୁଣି ଆଜି କଣ୍ଟାମାଳ ହାଇସ୍କୁଲ୍ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାର ଜାଣି ସେଠାକୁ ନେଇଛନ୍ତି। ଦେଖାଯାଉ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀ ମନିସ୍କା ମହାକୁଡ ଙ୍କୁ ଭିନ୍ନ କ୍ଷମ ପ୍ରମାଣ ପତ୍ର ଦେଉଛି ନା ପୁଣି କାଟି ଦେଉଛି ତାହା ଦେଖିବାକୁ ବାକି ରହିଲା

Post a Comment