ପଶ୍ଚିମ ଓଡିଶା ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀ ପ୍ରମୁଖ ପରାମର୍ଶଦାତା ଆଶୀତ ତ୍ରିପାଠୀଙ୍କ ନୂଆପଡା ଗସ୍ତ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ବିଭାଗୀୟ ଅଧିକାରୀଙ୍କ ସହ ଉନ୍ନୟନ ମୂଳକ ଯୋଜନା ସମୀକ୍ଷା ଉପରେ ଆଲୋଚନା ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ପଶ୍ଚିମ ଓଡିଶା ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀ ପ୍ରମୁଖ ପରାମର୍ଶଦାତା ଆଶୀତ ତ୍ରିପାଠୀଙ୍କ ନୂଆପଡା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ସହ ଉନ୍ନୟନ ମୂଳକ ଯୋଜନା ସମୀକ୍ଷା କରିଛନ୍ତି। ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ସ୍ବାଗତ ଜଣାଇବା ସହ ବୈଠକରେ ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କେ.ବି.କେ ଅଧିକାରୀ, ପ୍ରମୁଖ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ ଏବଂ ଭିତ୍ତିଭୂମି ବିକାଶ କୁ ଶ୍ରୀଘ ତ୍ଵରାନ୍ନିତ କରିବାକୁ ଆହ୍ବାନ କରିଛନ୍ତି।

Post a Comment

Previous Post Next Post