ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ବିଗତ ସାତଦିନ ଧରି ଚାଲିଥିବା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ପ୍ରତିଯୋଗିତାର ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଅଛି । ଆଜି ଫାଇନାଲ ମ୍ୟାଚ ପତ୍ରାପାଳି ଓ ଚଲକୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପତ୍ରାପାଳି ଦଳ ବହୁତ ସୁନ୍ଦର ଖେଳର ପ୍ରଦର୍ଶନ କରି ୩-୧ ଗୋଳରେ ବିଜୟୀ ହୋଇ ଚମ୍ପିୟାନ ହେବାର ସୌଭାଗ୍ଯ ଅର୍ଜନ କରିଛନ୍ତି। ମୁଖ୍ୟ ଅତିଥିଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା , ସମ୍ମାନୀୟ ଅତିଥିଭାବେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା , ପୂର୍ବତନ ସମିତି ସଭ୍ୟ ଧନୁ ଥନାପତି , ଲୋୟର ସୁକତେଲ ଜଳ ପ୍ରକଳ୍ପ ସଭାପତି ମଂଜେଶ ମେହେର , ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ , ଦେଢଗାଁ ସରପଞ୍ଚ ଜୋସିଏଲ ସେନାପତି , ଯୁବନେତା ନିତ୍ୟାନନ୍ଦ ପୃଷେଠ , ଗନ୍ଧର୍ଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ଜାଲ , ଭୁସଲାଡ଼ ସରପଞ୍ଚ ଦୀପକ ଛୁରା , ଚାନ୍ଦୋତରା ସମିତି ସଭ୍ୟଙ୍କ ପ୍ରତିନିଧି ଘାସିରାମ ସାହୁ , ସମାଜସେବୀ ଅନିଲ କୁମାର ତ୍ରିପାଠୀ , ସାମ୍ବାଦିକ ଦିନେଶ ଜୈନ , ଅଭିମନ୍ୟୁ ବହିଦାର , ସୁଶାନ୍ତ ଥନାପତି ପ୍ରମୁଖ ଯୋଗଦେଇ ବିଜେତା , ଉପବିଜେତା ଓ ସଫଳ ଖେଳାଳି ମାନଙ୍କୁ ଟ୍ରଫି ଗୁଡିକ ପ୍ରଦାନ କରିଥିଲେ । ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବାବେଳେ ବୁଲୁ ମାଝି ଓ ଡିସେମ୍ବର ଭୋଇ ଲାଇନ ରେ ସହଯୋଗ କରିଥିଲେ । ଆଲୋକ ସାହୁ , ଅମୁଲ୍ୟ ସିଂଦେଓ ଓ ଘାସି ରଣା ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟି ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବର ପୀଣ୍ଟୁ ସାହୁ , ସୋନୁ ସାହୁ , ମହେଶ୍ବର ସାହୁ , ଦୀପକ ସାହୁ , ରାଜେଶ ତ୍ରିପାଠୀ , ଓମ ପ୍ରକାଶ ସାହୁ , ପ୍ରେମ ମଳିକ , ହେମନ୍ତ ସାହୁ , ବିକାଶ ସାହୁ , ବଣ୍ଟି ସାହୁ , ଦେବାଶିଷ ସାହୁ , ସଞ୍ଜୟ ସାହୁ , ବଳଦେବ ଚନ୍ଦା , ବିଶାଳ ସାହୁ , ଉପେନ ସାହୁ , ରାଜ ସାହୁ , କୁଶ ଭୋଇ , ସୁରଜ ସାହୁ , ମୁନା ସିଂଦେଓ, ସୁଜିତ ସରାଫ ପ୍ରମୁଖ ଖେଳ ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Post a Comment