ରଞ୍ଜିତ ମାଝୀ ସାଂସଦ ଙ୍କ ତୁରେକେଲା ବ୍ଲକ ପ୍ରତିନିଧି ନିଯୁକ୍ତ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ଓଡ଼ିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତୁରେକେଲା ବ୍ଲକର ଉଦ୍ୟାନ କୃଷି ଏବଂ ପିସ୍କିକଲଚର ବିଭାଗ ପାଇଁ ରଞ୍ଜିତ ମାଝୀ ଙ୍କୁ ନିଜର ପ୍ରତିନିଧି ନିଯୁକ୍ତ କରିଛନ୍ତି, ଆଜି ବିଜେଡ଼ି ର କର୍ମକର୍ତ୍ତା ମାନେ ଯାଇ ତାଙ୍କ ଏହି ନିଯୁକ୍ତି ପତ୍ର କୁ  ତୁରେକେଲା ବ୍ଲକ କାର୍ଯ୍ୟାଳରେ ଦେଇଛନ୍ତି। ଶ୍ରୀ ମାଝୀ ତାଙ୍କ ଏହି ନିଯୁକ୍ତି ପାଇଁ ସାଂସଦ ନିରଞ୍ଜନ ବିଶି,ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ କୁ ଧନ୍ୟବାଦ୍ ଜଣାଇଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା ଓ ସାଂସଦ ନିରଞ୍ଜନ ବିଶି ଙ୍କ ସହଯୋଗ ରେ ତୁରେକେଲା ବ୍ଲକ ଅଞ୍ଚଲର ବିକାଶ ପାଇଁ ସବୁ ବେଳେ ଚେଷ୍ଠା କରିବେ ବୋଲି କହିଛନ୍ତି।




Post a Comment

Previous Post Next Post