ଜ଼ିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ପାଳିତ


ନୂଆପଡା,(ରିଖିରାମ ଦଳ) ଆଜି ନୂଆପଡା ଜ଼ିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଆୟୋଜକ ଓଡିଶା ମାଧ୍ୟମିକ ସଂଘ ଓଷ୍ଟ ନୂଆପଡା ଶାଖା ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମନ୍ତ୍ରୀ ଯୋଜନା ଓ ସମନ୍ୱୟ ବିକାଶ, ସମ୍ମାନନିୟ ଶ୍ରୀମତୀ ଡଲି ମାଝୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ନୂଆପଡା ମୁଖ୍ୟ ବକ୍ତା ବିନୋଦ ବିହାରୀ ପାଣିଗ୍ରାହୀ, ସଭାପତି ବନବିହାରୀ ମେହେର ଓଷ୍ଟl ନୂଆପଡା ମଞ୍ଚା ସୀନ ଥିଲେ । ଏଥିରେ ୧୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନ ଦ୍ୱାରା.ଚିତାଙ୍କନ. ସଂଗୀତ. ଭକୃତା. ଅଭିଭାଷଣ. ଡ୍ୟାନ୍ସ.ବିଭିନ୍ନ କାର୍ଯ୍ୟକ୍ରମ ହେଇଥିଲା ନୂଆପଡା ଜ଼ିଲ୍ଲା ର ପାଞ୍ଚ ଗୋଟି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ଆସିଥିଲେ ଓ ପ୍ରତିଯୋଗୀ ରେ ୯୮ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Post a Comment

Previous Post Next Post