ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ସଦର ବ୍ଲକ୍ ମୃଷୁଣ୍ଡି ପଞ୍ଚାୟତ ଗମ୍ଭାରିପଦର୍ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଟୁଟୁସିଙ୍ଗା ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମା ଶ୍ରୀ ଅରବିନ୍ଦ ଙ୍କ ସାଧକ ବିରେନ୍ଦ୍ର କୁମାର ମେଣ୍ତିଲି ଯୋଗ ଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ସଭାପତି କୃତ୍ତିବାସ ପଲିଆ ଯୋଗ ଦେଇ ଶିକ୍ଷା ଲାଭ ସହିତ କ୍ରୀଡ଼ା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଅଧ୍ୟକ୍ଷା ସବିତା ହୋତା ମଞ୍ଚ ପରିଚାଳନା କରିଥିଲେ ଓ ସମ୍ପାଦକ ରାଜେଶ କୁମାର ଦାଶ, ଅରୁଣ କୁମାର ଦେହୁରୀ, ବିଦ୍ୟାଧର ମହାକୁଡ, ପ୍ରାକ୍ତନ ଖେଳ ଶିକ୍ଷକ ରଂଜିତ କୁମାର ରାଉତ ମଞ୍ଚାସୀନ ଥିଲେ ।

Post a Comment