କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) : ଆନ୍ଧ୍ର ପ୍ରଦେଶ ରାଜ୍ୟର ରାଜମ ଠାରେ ରାଜ୍ୟ ସ୍ତରିୟ ବଡି ବିଲଡିଙ୍ଗ ଚ୍ୟାମ୍ପିଆନସିପରେ ଭାଗ ନେଇ ରାଜ୍ୟ ସ୍ତରିୟ ବଡି ବିଲଡିଙ୍ଗ ଚ୍ୟାମ୍ପିଆନସିପ ୨୦୨୨-୨୩ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଟାବାଞ୍ଜି ଆନିଆ ଜିମର ଉମେଶ ଶବର ବିଜୟୀ ହୋଇଥିଲେ । ସ୍ପୋର୍ଟସ ଅଥୋରିଟି ଅଫ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଆୟୋଜିତ ଏହି ରାଜ୍ୟ ସ୍ତରିୟ ବଡି ବିଲଡିଙ୍ଗ ଚ୍ୟାମ୍ପିଆନସିପରେ ଉମେଶ ଶବର ଭାଗ ନେଇଥିଲେ । ଉମେଶ ରାଜ୍ୟ ସ୍ତରିୟ ଚ୍ୟାମ୍ପିଆନସିପ ରେ ବିଜୟୀ ହୋଇଥିବାରୁ ତାଙ୍କୁ ବିଭିନ୍ନ ସଙ୍ଗଠନ ତରଫରୁ ଶୁଭେଚ୍ଛା ମିଲୁଛି । ଏଭଲି ଅନେକ ଚ୍ୟାମ୍ପିଆନସିପ ରେ ଉମେଶ ଭାଗ ନେଇ ଟ୍ରପି ଜିତିଛନ୍ତି । ଆଗାମୀ ଦିନରେ ଉମେଶ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ ବୋଲି ତାଙ୍କ ଟ୍ରେନର ରାଜେଶ ରାଓ (ଆନିଆ) ସୂଚନା ଦେଇଛନ୍ତି।
୧୪ ତମ ମିଷ୍ଟର ଆନ୍ଦ୍ର ରାଜ୍ୟ ସ୍ତରିୟ ବଡି ବିଲଡିଙ୍ଗ ଚ୍ୟାମ୍ପିଆନସିପ କଂଟାବାଞ୍ଜି ଆନିଆ ଜୀମର ଉମେଶ ଶବର ବିଜୟୀ
ଆଜତକ ଓଡ଼ିଶା
0
Post a Comment