କୋଭିଡ ଚତୁର୍ଥ ଲହରୀକୁ ନେଇ ସଚେତନ ସଭା ଅନୁଷ୍ଠିତ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମ ରେ ସ୍ବାସ୍ଥ୍ୟ ଆରୋଗ୍ଯ କେନ୍ଦ୍ର ଠାରେ ଆଶା କର୍ମୀଙ୍କ ଦ୍ୱାରା କୋଭିଡ ଚତୁର୍ଥ ଲହରୀକୁ ନେଇ ଏକ ସଚତେନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ମିଟିଙ୍ଗରେ କୋଭିଡ ଚତୁର୍ଥ ଲହରୀକୁ ନେଇ ଏକ ଯୋଗାସନ ପ୍ରାଣାୟାମ ମାଧ୍ୟମ ରୁ ସଚତେନତା ବାର୍ତ୍ତା କରାଯାଇଛି । ବିଶେଷ ତହ କରୋନା ସମ୍ବୋଧିତ ଏନ୍ଟିଗ୍ରେଟିଟ ଯୋଗ ପ୍ରାଣାୟାମ କରିବା, ମାକ୍ସ ବ୍ୟବହାର କରିବା,ସେନିଟାଇଜର କରିବା, ସୋସିଆଲ ଡିଟେନ୍ସ ରହିବା, ଆୟୁର୍ବେଦିକ କାଢା ବନେଇ ପିଇବା,ଗରମ ଉଷୁମ ପାନି ପିଇବା ତଥା ସରକାର ର ପ୍ରତୈକ ଗାଇଡ ଳାଇନ କୁ ପାଳନ କରିବା ଶିକ୍ଷା ଦିଆଗଲା । ବୈଠକରେ ଉପସ୍ଥିତ ଥିବା P.H.E.O ଶ୍ରୀମାନ ଡାକ୍ତର ମାଝୀ,ସ୍ବାସ୍ଥକର୍ମି ଶ୍ରୀମାନ ପ୍ରଫୁଲ୍ଲ କୁମାର ପତି, ଶ୍ରୀମାନ ସୁଧିର ପତି, ଅଜିତ ବେହେରା, A.N.M ଶ୍ରୀମତୀ ରୁକ୍ମଣୀ ମାଝୀ,ସୁଶୀଳା ମାଝୀ,ନିରୁପମା ନାଗ, ଆୟୁଶ ଯୋଗ ଶିକ୍ଷକ ଅରବିନ୍ଦ ବେହେରା,ପ୍ରଜ୍ଞାନନ୍ଦ ର ଣା ତଥା ସମସ୍ତ ଆସା କର୍ମୀ ଏବଂ C.H.C ବୋଡେ଼ନ ଅଧିକାରୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post