ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ବୋଲଧା ଗ୍ରାମର ଧନଦେଇ ଚିନ୍ଦା ତାଙ୍କ ସ୍ୱାମୀ-ଧରମୁ ଚିନ୍ଦା ମୃତ୍ୟୁ ବରଣ ହେଇକି ଚାରି ବର୍ଷ ବିତିଗଲାଣି କିନ୍ତୁ ବିଧବା ଭତ୍ତା ମିଳିନାହିଁ। ଧନଦେଇ ଚିନ୍ଦା ଙ୍କୁ ସରକାରୀ ସହାୟତା କହିଲେ କେବଳ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯାହା ପରିବାରର ଭୋକ ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହଁ। ପ୍ରଶାସନ ଗରିବ ନିରୀହ ବିଧବା ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ସହାୟତା ଯୋଗାଇଦେବା ପାଇଁ ଡ଼ିଡ଼ିମ୍ବ ପିଟୁଛନ୍ତି ଓ ଅନେକ ଯୋଜନାକୁ ସଫଳ କରିଥିବାର ମଧ୍ୟ ଶୁଣାଯାଏ କିନ୍ତୁ ଧନଦେଇ ଙ୍କ ଦୁଃଖ ଦେଖିଲେ ସରକାରଙ୍କ ଯୋଜନା ଶୁଣିବା ପାଇଁ ଫଳ ପାଇବା ଆଶା ରଖିବା ନୁହେଁ ଧନଦେଇ ଚାରି ବର୍ଷ ହେଲା ବିଧବା ଭତ୍ତା ପାଇଁ ପଞ୍ଚାୟତ ପ୍ରଶାସନ ଠୁ ଆରମ୍ବ କରି ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଖଣ୍ଡିଏ ମଧୁବାବୁ ପେନ୍ସନ ଯୋଜନାରେ ବିଧବା ଭତ୍ତା ସରକାର ଙ୍କ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ପଢ଼ିଛନ୍ତି ଯାହା ବ୍ଲକ ପ୍ରଶାସନର ଏହା ଏକ କାର୍ଯ୍ୟର ଅବହେଲିତା ତେଣୁ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ଏହି ଗରିବ ପରିବାରକୁ ଦୃଷ୍ଟି ଆକର୍ଷଣ କରିବା ନିହାତି ଜରୁରୀ ଆଜତକ୍ ଓଡ଼ିଶା ନିୟୁଜ ରେ ପ୍ରସାରଣ ହେଲା ପରେ ପ୍ରଶାସନ କେତେ ତତ୍ରତା ଦେଖାଉଛି ତାହା ଦେଖିବା କୁ ବାକି ରହିଲା ଓ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ ଯଥା ଶୀଘ୍ର ଧନଦେଇ ଚିନ୍ଦା ଙ୍କୁ ଖଣ୍ଡିଏ ବିଧବା ଭତ୍ତା ଯୋଗାଇଦେବା ପାଇଁ ।

Post a Comment