ସିନାପାଲି ; ( ପରମେଶ୍ବର ମେହେର) ସ୍ଥାନୀୟ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଆଇନ ସେବା ଦିବସ ବୁଧବାର ହାତୀବନ୍ଧା ଠାରେ ପାଳନ କରାଯାଇଛି । କାର୍ଯ୍ଯକ୍ରମରେ ବିଚାରପତି ଅଞ୍ଜୁ ସାହୁ, ଓକିଲ ସଂଘ ଉପସଭାପତି ବାଣୀବଲ୍ଲଭ ପାଣିଗ୍ରାହୀ, ସଂପାଦକ ସୁବ୍ରତ ମେହେର, ଆଇନ ସେବା ସମିତିର ସଦସ୍ଯ ସଂଜୟ ବେହେରା, ନିଲାଂଚଳ ମେହେର, ଜ୍ଯୋତିପ୍ରକାଶ ମେହେର, ଗୁଣସାଗର ମେହେର, ଗଣେଶ ମେହେର ଯୋଗଦାନ କରି ବିଶ୍ୱ ଆଇନ ସେବା ଦିବସ ପାଳନର ମହତ୍ୱ ବିଷୟରେ ଅବଗତ କରାଇଥିଲେ । ଆରମ୍ଭରେ ଆନନ୍ଦାନନ୍ଦ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଓକିଲ ସଂଜୟ ବେହେରା ସଭା ପରିଚାଳନା କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ସିଏସଆଇ କନେଷ୍ଟବଲ ସୁରେଂଦ୍ର ଭୋଇ ସହଯୋଗ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ହୁକୁମଚନ୍ଦ ଅଗ୍ରୱାଲ, ଚିତ୍ରଭାନୁ ସିଂହ ମାଝୀ, ସୁରେଶ୍ୱର ମେହେର, ସିମାଂଚଳ ମେହେର, ରାଜିନ୍ ଜାନୀ, ଦୁର୍ଯ୍ଯୋଧନ ମେହେର, ଚିନ୍ତାମଣି ହଂସ, ତୁଳସୀ କାଣ୍ତ, ଯୋବନ ମେହେର, ଉମାକାନ୍ତ ମେହେର, ୟୁଧିଷ୍ଟିର ମେହେର, ନଳୀନ ମେହେର, ବିନ୍ଦୁ ବେହେରା, ଚତୁର ମେହେର, ସାଗର ପଟ୍ଟନାଏକ, କୁମର ମାଝୀ, ସୁରେଶ ମହାଲିକ ଉପସ୍ଥିତ ଥିଲେ । ଶେଷରେ ଯୁବ ଆଇନଜୀବୀ ନୀଲାଂଚଳ ମେହେର ଧନ୍ଯବାଦ ଦେଇଥିଲେ ।

Post a Comment