ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଘିଆପଡା, ଟିକରପଡା , ଆମ୍ବଝରି, ଗୁନ୍ଧୁଲିଆ, ବ୍ରାହ୍ମଣିପାଲି,ଶଗଡ଼ ଏବଂ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଗ୍ରାମ ଗୁଡିକରେ ଆଦିମ ଆଦିବାସୀ ଏକତା ମଞ୍ଚ ବୋୖଦ୍ଧ ଜିଲ୍ଲା ପ୍ରଭାରୀ ଦ୍ଵାଦଶ କୁମାର୍ ଜନୀ ଏବଂ ବ୍ଲକ୍ ସଯୋଜକ ନିରଞ୍ଜନ ବିଶିଙ୍କ ସହାୟତାରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରିବା ଜନସାଥି ମାନଙ୍କୁ ନେଇ ସଚେତନତା କାଯ୍ୟକ୍ରମ ଚାଲୁ ଅଛି ।

Post a Comment