ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବାଘିଆପଡା ଗ୍ରାମପଞ୍ଚାୟତ ଆମଠାପଡା ଗ୍ରାମରେ କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ଉପଲକ୍ଷେ ସୁଣ୍ଡରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗାୟକ ଭାବେ ସୁଶ୍ରୀ ମନୀଷା ମିଶ୍ର ଯୋଗଦାନ କରିଥିଲେ । ଗ୍ରାମର ସଭାପତି ଗୋଲଖ ଦନୟକ ଏବଂ ଧରଣୀଧର ଲାଉରିଆ , ସତ୍ୟଜିତ ଦନୟକ, କାହୁଁ କର୍ଣ୍ଣ, ମଙ୍ଗଳୁ ପ୍ରଧାନ, ସହୋଯୋଗ କରିଥିଲେ । ଏହି ସୁଣ୍ଡରକାଣ୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଧୁ ଜଗଦାନଦନ ମହାରାଜ ଏବଂ ଆନନ୍ଦମାର୍ଗ ଆଶ୍ରମ ବୁରକଟା ର ସନ୍ୟାସୀ ଯୋଗଦେଇଥିଲେ ।

Post a Comment