ସୁବର୍ଣ୍ଣପୁର (ଗଣପତିବାଘ) ବ୍ୟାଟେରୀ ଫାଟି ଜଳିଗଲା ଇଲେକ୍ଟ୍ରି ସ୍କୁଟି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏକ ଦୋକାନ ଆଗରେ ଘଟିଛି ଘଟଣା । ସୁଚନା ଅନୁସାରେ ଆଜି ସକାଳୁ ଉଲୁଣ୍ଡାର ରବି ନାରାୟଣ ମେହେର ନିଜର ଇଲେକ୍ଟ୍ରି ସ୍କୁଟି ଧରି ଦୋକାନକୁ ଆସିଥିଲେ । ଗାଡିକୁ ଦୋକାନ ଆଗରେ ରଖି ଦେଇଥିବାବେଳେ ହଠାତ ଗାଡିର ବ୍ୟାଟେରୀ ଫାଟି ଯାଇ ନିଆଁ ଲାଗିଯାଇଥିଲା । ତେବେ ତୁରନ୍ତ ସ୍ଥାନୀୟ ଦମକଳ ବାହିନିକୁ ଖବର ଦେଇଥିଲେ ହେଁ ଦମକଳ ବାହିନି ପହଞ୍ଚିଲା ବେଳକୁ ଗାଡିଟି ସମ୍ପୁର୍ଣ୍ଣ ପୋଡି ଯାଇଥିଲା । ତେବେ କେଉଁ କାରଣରୁ ବ୍ୟାଟେରି ଫାଟିଲା ତାହା ସ୍ପଷ୍ଟ ଜଣା ପଡି ନାହିଁ ।

Post a Comment