ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଳକ ଅନ୍ତର୍ଗତ କିରିକିଟା ଗ୍ରାମ ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଆୟୋଜିତ । ଗାରେ ପ୍ରଶାସନ ପହଞ୍ଚି ଥିଲେ ଏହି ପ୍ରଶାସନ କାର୍ଯ୍ୟ କର୍ମ ରେ ସରକାର ପକ୍ଷରୁ ଗ୍ରାମ ପଞ୍ଚାୟତ ରେ ଅବିଯୋଗ ମାନ ଆଗତ କରାଯାଇଥିଲା । ଖଡ଼ିଆଳ ବ୍ଲକ ଗୋଷ୍ଠିଉୟନିୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ସାହୁ ଓ ଅନ୍ୟାନ୍ୟ ଅଫିସର ମାନେ ବହୁତ ସଂଖ୍ୟା ରେ ଯୋଗଦାନ୍ କରିଥଲେ। ଲୋକ ଙ୍କ ସମସ୍ୟା ମାନ ଜଣାଇ ଥିବାରୁ ତାଙ୍କୁ ଅତି ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶୃତି ଜଣାଇ ଥିଲେ।ଏହି ପ୍ରଶାସନ କାର୍ଯ୍ୟ କ୍ରମ ହେବାରୁ ଜନ ସାଧାରଣ ଲୋକ ମାନେ ବହୁତ ସଂଖ୍ୟା ରେ ଯୋଗଦାନ୍ କରିଥିଲେ। ନିଜର ଅଭିଯୋଗ ମାନେ ଓ ଗ୍ରାମ ର ଅନ୍ୟାନ୍ୟ ବାବଦ ମାନ ଏମିତି କରି ୨୫ ଗୋଟି ଅଭିଯୋଗ କରଯାଇଥିଲା
କିରିକିଟା ପଂଚାୟତ ସ୍ତରୀୟ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment