ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ଆଶା" ସାନ ଖୁଡ଼ୀ,ବସ୍ତା କାର୍ଯ୍ୟ।ଳୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ୬୦ଜଣ ସଦସ୍ୟା ମାନଙ୍କୁ ନେଇ "ନାବାର୍ଡ଼" ପକ୍ଷରୁ ଦିନିକିଆ ଫିନାଇଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଶିବିରରେ ଆଶାର ପ୍ରତିଷ୍ଠାତା ସଂପାଦକ, ସମାଜସେବୀ ତଥା ଆଇନଜୀବୀ ଅମର କୁମାର ପାଳ ଏହି ପ୍ରଶିକ୍ଷଣ ଶିବିରର ଉପାଦେୟତା ବିଷୟରେ ବୁଝାଇଥିଲେ। ମୁଖ୍ୟ ଅତିଥି ଭାବେ ନାବାର୍ଡ଼ର ତାପସ ରଂଜନ ପ୍ରଧାନ(ଏ.ଜି.ଏମ ବାଲେଶ୍ଵର)ଯୋଗଦେଇ ଏହି ତାଲିମ ଦ୍ୱାରା ମହିଳା ମାନେ ନିଜ ନିଜର ଆବଶ୍ୟକତା ନିମିତ୍ତ ଫିନାଇଲ ପାଇପାରିବ। ସହିତ ବ୍ୟବସାୟ କରି ମଧ୍ଯ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ବାଲେଶ୍ବର ସୋମ୍ୟ ଦର୍ଶନ କର, ଶ୍ରୀମତୀ ଶ୍ରଦ୍ଧାଞ୍ଚଳି ସାହୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବସ୍ତାର ଶାଖା ପରିଚାଳକ ,ଶ୍ରୀମତୀ ବିଦ୍ୟା ଶ୍ରୀ ପ୍ରଧାନ ଏଡଭାନ୍ସ ଅଫିସର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବାଲେଶ୍ଵର, ଶ୍ରୀଯୁକ୍ତ ଯଜ୍ଞେଶ୍ୱର ପ୍ରଧାନ ଏଫ.ଆଇ.ସି ୟୁକୋ ବ୍ୟାଙ୍କ , ଏ.ଡି.ଏମ ଅଫିସ ବାଲେଶ୍ଵର ଯୋଗଦେଇ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ବୁଝାଇଥିଲେ। ଏଥିରେ ଅନୁଷ୍ଠାନର ଅରୁଣ କୁମାର ଦାସ, ହର୍ଷ ବର୍ଦ୍ଧନ ଧଳ, ଚନ୍ଦନ କୁମାର ବିଶ୍ଵାଳ, ସ୍ମିତାରାଣୀ ମହାପାତ୍ର, ନିର୍ମଳା ବାସିନୀ ସେନାପତି, ଜୟଶ୍ରୀ ସ୍ୱାଇଁ, ଏଲିନା ଏଲିସା ପାଳ, ସଂଧ୍ୟାରାଣି ବିଶ୍ୱାଳ, ମଞ୍ଜୁବତୀ ବିଶ୍ଵାଳ, ଅପର୍ଣ୍ଣା ରାଉତ,ଅଜୟ କୁମାର ଦଳାଇ ସହଯୋଗ କରିଥିଲେ। ଶେଷରେ "ଆଶା"ର ସଂଯୋଜକ ଏ.ଏମ ପ୍ରଜ୍ଞା ପ୍ରକାଶ ପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ।

Post a Comment