ବୋଲଙ୍ଗ ଗ୍ରାମ ପଞ୍ଚାୟତ ରେ ଲୋମ ଲୋମ ଟଙ୍କୁରା ଘଟଣା : ସିଂ ଲା ଥାନା ରେ ମାମଲା


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ସିଂ ଲା ଥାନା ଅନ୍ତର୍ଗତ ବୋଲଙ୍ଗ ଗ୍ରାମ ପଞ୍ଚାୟତ ର ବୋଲଙ୍ଗ ଗ୍ରାମର ଅଭାବନୀୟ ଲୋମ ଟା ଙ୍କୁ ରା ଘଟଣା ଦେଖିବାକୁ ମିଳିଛି । ପରିବାର ସାମାନ୍ୟ ବଚସା ରୁ ଶ୍ଵଶୁର କୁ ହାଣି ଲା ପୁଅର ବୋହୂ । ଶ୍ଵଶୁର ବସିବା ଥିବା ସମୟରେ ଏକ ମାତ୍ର ପୁତ୍ର ବଧୂ ସୁଚିଶ୍ମିତ ମଲ୍ଲିକ ଡାକ ନାମ - ରାଇଲ ଏକ ଧାରୁଆ ମାରଣ। ଅସ୍ତ୍ର କଟୁରୀ ରେ ଶ୍ଵଶୁର ଅଭିମନ୍ୟୁ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋହୂ ସୁଚିସ୍ମିତ ମଲ୍ଲିକ । କାରଣ ସ୍ବାମୀ କୃଷ୍ଣ ଚନ୍ଦ୍ର ବେହେରା ବିଦେଶ ରେ ଥିବା ସୁଯୋଗ ନେଇ ଅନ୍ୟ ର କୁ ପରାମଶ କୁ ଚକ୍ରାନ୍ତ ର ବସିଭୂତ ହୋଇ ଶ୍ଵଶୁର , ଶାଶୁ କୁ ଖାଇବାକୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତି ନାହିଁ । ଗତ ୨୫/୩/୨୨ ରିଖ ଶୁକ୍ରବାର ସକାଳେ ଶ୍ଵଶୁର ବସିଥିବା ସମୟରେ ବୋହୂ ରାଗରେ ଉତ୍ତ୍ୟକ୍ତ ହୋଇ ରୋଗା ଗ୍ରସ୍ତ , ହେଣ୍ଡିକେ ପ୍ଟ , ପାରା ଲିସ ରୋଗୀଙ୍କୁ ଏକ ଧାରୁଆ କଟୁରୀ ରେ ଗୋଡ଼ାଇ ଗୋଡ଼ାଇ ମଥା ରେ ହାଣି ଲା ପୁତ୍ର ବଧୂ । ଶ୍ଵଶୁର ବୋହୂ ର ବାରମ୍ବାର ଆକ୍ରମଣ ଓ ନିଯ୍ୟା ତନା ର ଶିକାର ହୋଇ ଜୀବନ ବିକଳରେ ନିଜକୁ ସୁରକ୍ଷିତ ପାଇଁ ପୂତ ବଧୂ ନାମରେ ସିଂ ଲା ଥାନା ରେ ଏତଲା ଦେଲେ ଶ୍ଵଶୁର ଅଭିମନ୍ୟୁ ବେହେରା । ପ୍ରକାଶ ଥାଉକି ଗୋଟେ ହେଣ୍ଡି କେ ପ୍ଟ ବ୍ୟକ୍ତି ବାରମ୍ବାର ଥାନାକୁ ଦୋୖଡି ଦୋୖଡି ନୟାନ୍ତ ହେଲେଣି ଏଠି ମୋ ସରକାର 5 T ଯୋଜନା କାହା ପାଇଁ କଣ ବଡ଼ବଡ଼ିଆ ଙ୍କ ପାଇଁ, ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଉ ।

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post