ମହିଳା ଡିଗ୍ରି କଲେଜରେ ବୃଷି ସୁଯୋଗ ପ୍ରୟୋଗଶାଳା ଶିବିର

 କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ମହିଳା ଡିଗ୍ରି କଲେଜରେ ସୋମବାର ବୃଷ୍ଟି ସୁଯୋଗ ପ୍ରୟୋଗଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ନାତକ ଡିଗ୍ରି ହାସଲ ପରେ ଛାତ୍ରୀମାନେ କିପରି ନିଯୁକ୍ତି ପାଇବା ପାଇଁ ନିଜ ଲକ୍ଷ୍ୟରେ ପହଂଚି ପାରିବେ ସେ ଉପରେ ଅଧ୍ୟାପକ ସୁମିତ ଶରଣ ବୁଝାଇବା ସହ ଓଏମ୍‌ଆର ସିଟ ମାଧ୍ୟମରେ ପରୀକ୍ଷା କରିଥିଲେ। ଏହି ପ୍ରୟୋଗଶାଳାକୁ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ଅଧ୍ୟାପକ ନେପାଳ ସେଠ ପରିଚାଳନା କରିଥିଲେ ।

Post a Comment

Previous Post Next Post