କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ୱର,(ଆଜତକ୍ ଓଡ଼ିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ହାଦମୌଦ ଗ୍ରାମର ଅ କ୍ଷି ତୃତୀୟା ମେଳା ପଡ଼ିଆ ଠାରେ ୩୫ ଲକ୍ଷ୍ୟ ବ୍ୟୟଅଟକଳ ବ୍ୟୟର କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।ଗ୍ରାମବାସୀ ଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ୱନୀ ପାତ୍ର ଯୋଗଦେଇ କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁ,ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ଦାସ,ଜିଲ୍ଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ,ସରପଞ୍ଚ ରବିନ୍ଦ୍ର ମହାନ୍ତି,ସମିତିସଭ୍ୟ ସତ୍ୟ ମହାପାତ୍ର, ୱାର୍ଡ ସଭ୍ୟ ବିନୋଦ ବିହାରୀ ପୂରି,ବରିଷ୍ଠ ସମାଜସେବୀ ଭାରତ ଚନ୍ଦ୍ର ଗିରି,ଯୁବ ସମାଜସେବୀ ଧଞ୍ଜୟ ସାହୁ,ପ୍ରିୟ ରଞ୍ଜନ ଗିରି,ଜଗଦୀଶ ସେନାପତି,ବରେନ୍ଦ୍ର ଭଦ୍ର, ରଘୁନାଥ ଦତ୍ତ,ଗ୍ରାମ ମାଲିକ ଶ୍ରୀ ହରି ଚଣ୍ଡ,ବସ୍ତା ବ୍ଲକ ଜେଇ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲା ବେଳେ ଗ୍ରାମବାସୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post