ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ୱର,(ଆଜତକ୍ ଓଡ଼ିଶା) ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁ କୁଣ୍ଡା ଗ୍ରାମ ପଞ୍ଚାୟତ ଲକପାଳ ଗ୍ରାମ ର କମଳାକାନ୍ତ ଦଳାଇ ସେ ଦିନ ମଜୁରୀଆ ଭାବରେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଦୁଇଟି ,କୁନି ଛୁଆ ଝିଅ ଓ ପୁଅ ଟ୍ରାକ୍ଟର ରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ପାଞ୍ଚ ବର୍ଷ ତଳେ ଡାହାଣ ଗୋଡ଼ ପାଦ ତଳେ ଏକ ଆବୁ ଆକାରରେ ବାହାରି ପାଣି ଜମାହୋଇ ଯିବା ପରେ ସେ ଡାକ୍ତର ଙ୍କୁ ଦେଖାଇ ଥିଲେ ତେବେ ଔ ଷ ଧ ମଧ୍ଯ ଖାଉଥିଲେ ବେଳେ ବେଳେ ପାଦରେ ଥିବା ଫୁଟକା ଟି ହଠାତ୍ ଫାଟି ଯିବା ପରେ ସଂପୂଣ୍ଣ ପାଦଟି ଫାଟି ଏବେ ଆ କରି ରହିଅଛି। ଆଦୌ ଭଲ ହେଉନାହିଁ। ଅର୍ଥ ଅଭାବ ରୁ ଉତ୍ତମ ଚିକିତ୍ସା ପାଇଁ ପାରୁ ନାହାଁନ୍ତି ନିଜର ପରିବାର ପ୍ରତିପୋଷଣ କରିବା ମଧ୍ଯ କଷ୍ଟ ହୋଇ ପଡିଛି ଘରେ ନିଜର ଦୁଇ ଜଣ ରୋଗିଣା ମା ଓ ବାପା ଓ କମଳାକାନ୍ତ ଙ୍କ ସ୍ତ୍ରୀ ସ୍ବାମୀ ର ଚିକିତ୍ସା ପାଇଁ ସ୍ଥାନୀୟ ଗ୍ରାମ ବାସୀଙ୍କୁ କିଛି ସହାୟତା ମାଗିଥିଲେ ଗ୍ରାମବାସୀ ମଧ୍ଯ ସହାୟତା ର ହାତ ବଢ଼ାଇ ଥିଲେ ।କିନ୍ତୁ ସ୍ବାମୀର ଅଧିକ ଅର୍ଥ ଆବଶ୍ଯକ ଥିବା ରୁ ପ୍ରସାଶନ, ସ୍ଥାନୀୟ ଜନ ପ୍ରତିନିଧି, ବିଧାୟକ, ସାସଂଦ ଓ ସ ହୁଦୟ ବ୍ଯକ୍ତିଙ୍କୁ ସହାୟତା ର ହାତ ବଢ଼ାଇବାକୁ ଆକୁଳ ନିବେଦନ କରିଛନ୍ତି ମା ଓ ସ୍ତ୍ରୀ। ତେବେ ଯଦି କୌଣସି ସ ହୁଦୟ ବ୍ଯକ୍ତି ସହାୟତା ବଢାଇବାକୁ ଚାହିଁନ୍ତି ସହଯୋଗ ର ହାତ ବଡ଼।ନ୍ତୁ । ଯୋଗା ଯୋଗ କରିବାର ଫୋନ୍ ନଂ-7735464144 , 9777832202.,AC-25983211029953,
Post a Comment