ବୌଦ୍ଧ,(ଆଜତକ୍ ଓଡ଼ିଶା) ଆଜି ୧୧.୪୫ ରେ ଜିଲ୍ଲା ଆଶ୍ରୟ (SUH) ସ୍ଥଳୀ,ପରିଦର୍ଶନ କଲେ DMHP ୟୁନିଟ! ବୌଦ୍ଧ ଗଡ଼ ରଏହି ଆଶ୍ରୟ ସ୍ଥଳୀ ରେ ରହୁଥିବା ମାନସିକ ବିକୃତ ଙ୍କ ସ୍ୱାସ୍ଥ୍ୟlବସ୍ଥା ପଚାରି ବୁଝିଲେ DMHP ୟୁନିଟ୍, ବୌଦ୍ଧ! ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ୍ୟରୁ CMM, ରହେମାନ ସାର୍, ପ୍ରଫୁଲ୍ଲ, ପଟ୍ଟନାୟକ୍ ସାର୍ ଓ ଆଶ୍ରୟ ପରିଚାଳକ ଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Post a Comment