୧୭ଜଣ ଶ୍ରମିକ ଙ୍କୁ ବୌଦ୍ଧ ଆଶ୍ରୟ ସ୍ଥଳୀରେ ଆଶ୍ରୟ ପ୍ରଦାନ


ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କୁ କାମକରିବାକୁ ଆସିଥିବା ୧୭ଜଣ ଙ୍କୁ ବୌଦ୍ଧ ଜିଲ୍ଲା ଆଶ୍ରୟ ସ୍ଥଳୀରେ ଆଶ୍ରୟ ପ୍ରଦାନ କରାଯାଇଛି!ସୂଚନା ମତେ ସୁନ୍ଦର ଗଡ ଜିଲ୍ଲା ରୁ ବୌଦ୍ଧ ଜିଲ୍ଲା କୁ ଦୀନ ମଜୁରିଆ ଭାବେ କାମକରି ଆସିଥିବା ୧୭ଜଣଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି କରାଯାଇଛି!ଶୀତ ଦାଉରୁ ରକ୍ଷା ଓ ନିରାପଦ ଏବଂ ସୁଖ ରାତ୍ରି ଯାପନ ପାଇଁ ଆଶ୍ରୟ ସ୍ଥଳୀ ରେ ବୌଦ୍ଧ ଗଡ଼ ପକ୍ଷରୁ ଆଶ୍ରୟ ପ୍ରଦାନ କରାଯାଇଛି।

Post a Comment

Previous Post Next Post