ରିପୋର୍ଟର // ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା
ବୌଦ୍ଧ, (ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଳାର ଗୋଛାପଡ଼ା ଗ୍ରାମ ପଞ୍ଚାୟତର ବନ ପାଳି ଦ୍ଭାରତମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଈଛି ଏଥିରେ ମୁଖ୍ଯ ଅତିଥି ଦ୍ଭାବେ ଜିଲ୍ଳା ବିଜେଡି ଉପ-ସଦ୍ଭାପତି ବିଜୟ କୁମାର ବାରିକ , ଜିଲ୍ଳା ବିଜେଡି ସମ୍ପାଦକ ଶୁଶିଲ୍ କୁମାର ଓ ଯୁବ ନେତା ବିପିନ ପ୍ରଧାନ ପ୍ରମୁଖ ଯୋଗ ଦେଈ ଉଦଯାପିତ ଦିବସରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳ ରେ କ୍ରିକେଟ ଖେଳର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଯୁବ ନେତା ବିପିନ ପ୍ରଧାନ ଗୁରୁତ୍ଵ ଆରୋପ କରିଥିଲେ ଏବଂ ବିଜୟ କ୍ରିକେଟ ଦଳକୁ ପୁରସ୍କୃତ କରିଥିଲେ।
Post a Comment