ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ହରଭଙ୍ଗା ଗ୍ରାମ ରେ ଅନିତା ଡାଙ୍ଗ ( ୩୫ )ଜଣେ ମହିଳା ଆଜି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇ ଡାକ୍ତର ଖାନା ରେ ଚିକିତ୍ସା ହେଉଛନ୍ତି। ଘଟଣାରୁ ପ୍ରକାଶଯେ ଆଜି ଅନିତା ଡାଙ୍ଗ ଙ୍କୁ ଏକ ବିଷଧର ଚିତି ସାପ କାମୁଡି ଦେଇଥିଲା ତାଙ୍କୁ ପ୍ରଥମେ ହରଭଙ୍ଗା ଡାକ୍ତର ଖାନାକୁ ଅଣା ଯାଇଥିଲା ।ସେଠାରେ ତାଙ୍କର ଅବସ୍ତା ଗୁରୁତର ହେବାରୁ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।
Post a Comment