ରିପୋର୍ଟର : ଶୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାକୃତିକ ପରିବେଶ ଖୁବ ମନଲୋଭା!ବ୍ଲକ କୂଳେ କୂଳେ ମହାନଦୀ ସାଙ୍ଗ ଘନ ସବୁଜ ବନାନୀ, ପାହାଡ଼ ପର୍ବତ ରେ ଘେରା ଶାନ୍ତ ପରିବେଶ!ଆଜି ଏହି ଶାନ୍ତ ପରିବେଶ ରେ ଦେଖିବାକୁ ମିଳିଛି ଘନ କୁହୁଡି। ପ୍ରାୟ ରାତ୍ର ୧୦ଟାରୁ ସକାଳ ୯ଟା ପ୍ରଯ୍ୟନ୍ତ ଆଜି କୁହୁଡିର ପ୍ରକୋପ ଦେଖିବାକୁ ମିଳିଥିଲା!ପ୍ରାତଃ ସମୟରେ ଯାତାୟତ କରିବା ମୁସ୍କିଲ ହୋଇପଡୁଛି!କୁହୁଡି ର ପ୍ରକୋପ ଏତେ ଯେ ଗଛ ପତ୍ର ରୁ ଶିଶିର ବୁନ୍ଦା ପଡିବl ସହିତ ସକାଳୁ ଯାତାୟତ ବେଳେ ଦେହ ଓଦା ହୋଇପଡୁଛି।
Post a Comment