କଣ୍ଟାବାଞ୍ଜି,(ଆଜତକ ଓଡ଼ିଶାା) ତୁରେକେଲା ଥାନା ଅନ୍ତର୍ଗତ ଝରନି ଗାଁକୁ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାନେତ୍ରୀ ନିତା ଡିସୁଜାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗସ୍ତ କରି ମୃତ ମମିତାଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ସହ ସମବେଦନା ଜଣାଇଛନ୍ତି। କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗର ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ମମିତାଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ଏକ ଖେଳ ପଡ଼ିଆରେ ପୋତି ଦେବା ଘଟଣାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବି କରିଛନ୍ତି କଂଗ୍ରେସ ସଭାନେତ୍ରୀ।
ମମିତାଙ୍କ ପରିବାରଙ୍କୁ ସାକ୍ଷାତ କଲେ ଜାତୀୟ କଂଗ୍ରେସ ସଭାନେତ୍ରୀ
ଆଜତକ ଓଡ଼ିଶା
0
Post a Comment