ମମିତା ମେହେର ହତ୍ୟା ମାମଲା : ପରିବାର ବର୍ଗ କୁ ଭେଟିଲା ପ୍ରେସ କ୍ଲବ ପ୍ରତିନିଧି ଦଳ


କଣ୍ଟାବାଞ୍ଜି :(ଆଜତକ ଓଡ଼ିଶା) ବହୁ ଚର୍ଚ୍ଚିତ ଶିଖିକା  ମମିତା ମେହେର ହତ୍ୟା ମାମଲା  ଦିନ କୁ ଦିନ ବଢିବା କୁ ଲାଗିଛି ଏବଂ ଦିନ କୁ ଦିନ ପୀଡ଼ିତା ପରିବାର କୁ ଭେଟିବା କୁ ସୁଅ ଛୁଟୁଛି  ,ଆଜି ପ୍ରେସ କ୍ଲବ କଣ୍ଟାବାଞ୍ଜି ର ଏକ ପ୍ରତିନିଧି ମଣ୍ଡଳ ସଭାପତି ପ୍ରଭଜିତ ସିଂହ ସାଲୁଜା ଙ୍କ ନେତ୍ତୃତ୍ୱ ରେ ଝରଣୀ ଗ୍ରାମ କୁ ଯାଇ ପୀଡ଼ିତ ପରିବାର କୁ ଭେଟିଛି ଏବଂ ହରସ୍ଵମ୍ଭବ ସହଯୋଗ ର ପ୍ରତିଶୃତି ଦେଇଛି ପ୍ରେସ କ୍ଲବ,ଏହି ପ୍ରତିନିଧି ମଣ୍ଡଳ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ,ପରମର୍ସ ଦାତା ଆଶିଷ ଖେତାନ, ଆନନ୍ଦ ମୋଟେ, ରୋହନ କୁମାର ମହତ,ସୁବ୍ରତ ମହାକୁର, ଆଇନ ପରାମର୍ଶଦାତା ବିବେକ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post