ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ବୌଦ୍ଧ ଜିଲ୍ଲା ପରିଦର୍ଶନ ରେ ଆସିଥିବା ବିଧାନସଭା ସଦାଚାର କମିଟି ହରଭଙ୍ଗା ବ୍ଲକ ରେ ଥିବା ବହୁ ପୁରାତନ ବୁଦ୍ଧ ଦେବ ମନ୍ଦିର ପରିଦର୍ଶନ କରିଥିଲେ!ସୂଚନା ଅନୁଯାଇ ଦୁଇଦିନିଆ ଗସ୍ତରେ ଆସିଥିବା ବିଧାନସଭା ସଦାଚାର କମିଟି ବୌଦ୍ଧ ସଦର ରେ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ଜଗନ୍ନାଥ ରାସ୍ତା ନି କଟରେ ରାମଗଡ ପଞ୍ଚାୟତ ର ପ୍ରଗଳପୁର ର ବୁଦ୍ଧଦେବ ନଗର ଓ ସାମ୍ପୋଚ ପଂଚାୟତ ର ଶ୍ୟାମାସୁନ୍ଦର ରେ ଥିବା ବହୁ ପ୍ରାଚୀନ୍ନ ବୁଦ୍ଧ ଦେବ ମନ୍ଦିର ପରିଦର୍ଶନ କରିଥିଲେ!ଏହି ପରିଦର୍ଶନ ସଦାଚାର କମିଟି ଙ୍କ ସମେତ ବୌଦ୍ଧ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଗ୍ରାମର ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ବିଧାନସଭା ସଦାଚାର କମିଟି ର ହରଭଙ୍ଗା ବ୍ଲକ ର ପ୍ରାଚୀନ୍ନ ବୁଦ୍ଧ ମନ୍ଦିର ପରିଦର୍ଶନ
ଆଜତକ ଓଡ଼ିଶା
0
Post a Comment