ଲାଠୋର : ( ଚୂଡ଼ାମଣି ସୁନା ) ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଧିନସ୍ଥ ସାହାଜପାଣି ଗ୍ରାମରେ ଦିଅରଙ୍କ ଛୁରମାଡ଼ରେ ଭାଉଜ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ଅନୀଲ ମେହେର ନାମକ ଯୁବକ ନିଜର ଭାଉଜ କ୍ଷୀର ମେହେର ଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ମେହେରଙ୍କୁ ହଠାତ ଛୁରା ରେ ଆକ୍ରମଣ କରିଥିଲା ଏବଂ ଫେରାର ମାରିଥିଲା।ସୂର୍ଯ୍ୟକାନ୍ତି ଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତର ଖାନା ନେବା ସମୟ ରେ ରାସ୍ତା ରେ ମୃତୁ ହହୋଇ ଥିବାର ପରିବାର ଲୋକେ ଲାଠୋର ଥାନା ରେ ଏତଲା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଏବଂ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଆସି ମଧ୍ୟ ଘଟଣାର ଛାନ୍ ଭିନ କରୁଛନ୍ତି ।
ଦିଅର ଙ୍କ ଛୁରାମାଡ଼ରେ ଭାଉଜ ମୃତ୍ୟୁ,ଅଭିଯୁକ୍ତ ଫେରାର।
ଆଜତକ ଓଡ଼ିଶା
0
Post a Comment