ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) : ଗତ ୧୩ ତାରିଖ ଦିନ ଆମ୍ବାଦୁଲା ଥାନା ମଞ୍ଜୁରିକୁପା ନିକଟରେ ନିକଟରେ ଟେଙ୍କର-ଆମ୍ବୁଲାନ୍ସ ଧକ୍କା ଘଟଣା । ଏହି ଘଟଣା ରେ ୪ ଜଣ ଙ୍କ ମୃତ ହୋଇଥିବା ବେଳେ କପିଲାଭଟା ଗାଁର ୩ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମର ଶରୀର ଗାଁ ମଶାଣିରେ ଶବଦାହ ହୋଇଥିଲା । ଏହି ଘଟଣା କୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଥିଲା । ଆଜି ବଲାଙ୍ଗିର ବ୍ରାହ୍ମଣ ସମାଜ ପକ୍ଷରୁ ଶୁୁଖୀଲା ଖାଦ୍ୟ ଦେଇ ଦୁଇ ପରିବାର କୁ ସମୋବେଦନା ଜଣାଇଥିଲେ। ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ଉପସଭାପତି ଡ଼ ନାରାୟଣ ମିଶ୍ର , ଯୁବ ବିଜେଡି ରାଜ୍ୟ ସଂପାଦକ ଅଜିତ ଯୋଶୀ ,ଜିଲ୍ଲା ସଂପାଦକ ସନ୍ତୋଷ କୁମାର ତ୍ରିପାଠୀ, ନର ପାଣିଗ୍ରାହୀ, ଲଷ୍ମଣ ପାଣିଗ୍ରାହୀ, ଆନନ୍ଦ କୁମାର ମିଶ୍ର , ସନ୍ତୋଷ କୁମାର ପୁରୋହିତ, ସଭ୍ୟ ସଚି ସତପଥି, ରିଚୁ ପଣ୍ଡା,ଦିପକ କୁମାର ପାଣିଗ୍ରାହୀ, ଗାଁ କୁ ଯାଇ ପରିବାର ଙ୍କ ସହ ଆଲୋଚନା କରିବା ସହ ଶୋକାସନ୍ତପ ପରିବାର କୁ ଆଶ୍ୱାସନା ଦେଇଥିଲେ ।
Post a Comment