ବଲାଙ୍ଗିର : (ଆଜତକ୍ ଓଡ଼ିଶା) ବର୍ତ୍ତମାନ ର ହାଡ ଭଙ୍ଗା ଶୀତ ରେ ରାତ୍ରି ରେ ବଲାଂଗୀର ସହର ର ରାସ୍ତା କଡ଼ ରେ ସୋଉଥିବା ନେଇ ଅସହାୟ ମାନଙ୍କ ଖବର ପ୍ରକାଶିତ ହେଇଥିଲା। ଏହି ଖବର କୁ ଗତ ୨୭ ନଭେମ୍ବର ରେ ବଳଙ୍ଗିର ଜିଲ୍ଲା ର ଯୁବସମାଜ ସେବୀ ତଥା ବଲାଙ୍ଗିର ଟୁଇଟର ବଏ ନାଁ ରେ ପରିଚିତ ଥିବା ସତ୍ୟନାରାୟଣ ହୋତା ଟୁଇଟର ମାଧ୍ୟମ ରେ SSEPD ବିଭାଗ ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ । ୯ ଡିସେମ୍ବର ରେ ସେମାନେ ଙ୍କୁ ବଲାଙ୍ଗିର ପୌରପରିଷଦ ର SUH କୁ ସ୍ଥାନାନ୍ତରଣ କରାଯାଉଛି ବୋଲି ବଲାଙ୍ଗିର ପୌରପରିଷଦ ପକ୍ଷ ରୁ ଉତ୍ତର ଆସିଛି । ଏମିତି ଅନେକ ସମସ୍ୟା ରେ ଶ୍ରୀ ହୋତା ଟୁଇଟର ମାଧ୍ୟମ ରେ ସମାଧାନ କରିଥିବା ଦେଖିବାକୁ ମିଳିଛି । ତାଙ୍କ ର ଏଭଳି ମହତ୍ତ କାର୍ଯ୍ୟ ଏବଂ ପ୍ରୟାସ କୁ ବଲାଙ୍ଗିର ଜିଲ୍ଲା ବାସୀ ପ୍ରଶଂସା କରୁଛନ୍ତି।

Post a Comment