କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ରଥଯାତ୍ରା ଉପଲକ୍ଷେ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ସଂଗଠନ WORDGENIX PUBLICATION HOUSE PRESENTS ତରଫରୁ ପ୍ରକାଶିତ ପୁସ୍ତକ "ହେ ମହାବାହୁ" ପୁସ୍ତକ ଉନ୍ମୋଚନ ଅବସରରେରେ କୋରାପୁଟର ଯୁବ ଅଧ୍ୟାପକଙ୍କ ସ୍ୱରଚିତ କବିତା "ରଥଯାତ୍ରା" ଶୀର୍ଷକ କବିତା ପ୍ରକାଶିତ ହୋଇଅଛି । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ୧ ପ୍ରତିଷ୍ଠିତ ଯୁବ କବି ତଥା ଅଧ୍ୟାପକ ଅଟନ୍ତି । ସେ କୋରାପୁଟ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ହୋଇ ବହୁ ସମ୍ବର୍ଦ୍ଧିତ ହୋଇଥିବା ଦେଖାଦେଇଅଛି l ତେବେ ଏହି ଅବସରରେ WORDGENIX PUBLICATION HOUSE PRESENTS ତରଫରୁ ପୁସ୍ତକ "ହେ ମହାବାହୁ" ଯାହା ISBN Regn.ପଞ୍ଜିକୃତ ପୁସ୍ତକରେ ଏହି ଯୁବ କବି ତଥା ଅଧ୍ୟାପକଙ୍କର କବିତା ଶୀର୍ଷକ "ରଥଯାତ୍ରା" ପ୍ରକାଶିତ ହୋଇଅଛି l ଏହି ଅବସରରେ WORDGENIX PUBLICATION HOUSE PRESENTS ତରଫରୁ Founder(ପ୍ରତିଷ୍ଠାତ୍ରୀ) Miss. Rubleena Behera ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରକାଶିତ ଲେଖାର ପ୍ରମାଣ ପତ୍ର ପ୍ରଦାନ କରିବା ସହ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରିଥିବା ସହ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ ସୁସ୍ଥ ଏବଂ ଆଗାମୀ ଉଜ୍ଜଳ ଭବିଷ୍ୟତ ଜୀବନର କାମନା ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଅଛନ୍ତି l ଏଥିରେ ଖୁସି ପରବେଶ ହୋଇ ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ WORDGENIX PUBLICATION HOUSE PRESENTSର Founder (ପ୍ରତିଷ୍ଠାତ୍ରୀ) Miss.Rubleena Beheraଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିବା ଦେଖାଦେଇଅଛି ।

Post a Comment