କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ପକ୍ଷରୁ ଆଜି ଏକ ବୈଠକ ମନମୁଣ୍ଡା ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ଜଗାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ ମାଧ୍ୟମ ପ୍ରତିନିଧି ମାନଂକ ଉପରେ ହେଉଥିବା ଆକ୍ରମଣକୁ ଘୋର ନିନ୍ଦା କରା ଯାଇଥିଲା । ସରକାର ଆକ୍ରମଣକାରୀ ମାନଂକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରା ଯାଇଥିଲା । ଏତଦ ବ୍ୟତୀତ ସଂଘର ଅନ୍ୟାନ୍ୟ ପ୍ରସଂଗ ଉପରେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରା ଯାଇଥିଲା ଏହି କାର୍ଯକ୍ରମ ରେ ବରିଷ୍ଟ ସାମ୍ବାଦିକ ସତ୍ୟଜିତ ପଣ୍ଡା,ବୈଦ୍ୟନାଥ ସାମଲ,ଅବୁ ବକ୍କର ଖାଁ ,କୁମୁଦ ସାହୁ,ସୁଶାନ୍ତ ବେହେରା,ପ୍ରେମାନନ୍ଦ ମହାପାତ୍ର,ବିଶ୍ୱଜିତ୍ ଷଡ଼ଙ୍ଗୀ,ହୃଦାନନ୍ଦ ମେହେର,ରାଜେଶ ଠେଲା ,ବଳରାମ ବାଘ,ସହଦେବ ମେହେର,ସୁମନ୍ତ ମେହେର,ମନୋଜ କର୍ଣ୍ଣ, ପ୍ରଶାନ୍ତ ପ୍ରଧାନ,ରଞ୍ଜନ ମେହେର,ଲାଖି ଲୋଚନ ବେହେରା,ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ବୈଠକ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment