ଯାଜପୁର ଜିଲ୍ଲାର ଛତିଆ କଲେଜ ସ୍ଥିତ ଐତିହାସିକ ମାଳିକା ପ୍ରସିଦ୍ଧ ଅମରାବତୀ ମଠର କଲ୍ୟାଣ ମଣ୍ଡପରେ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ଆୟୋଜନ ହୋଇଥିଲା ଅନୁଷ୍ଠାନର ଶୁଭ ବାର୍ଷିକ ଜନମ ଦିନ ଏହି ଶୁଭ ଦିବସରେ ଢେଙ୍କାନାଳ ଜିଲ୍ଲାର ସାମାଜିକ ଅନୁଷ୍ଠାନ ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନ ସମାଜର କଲ୍ୟାଣ ନିମନ୍ତେ ଅବଦାନ ଅତୁଳନୀୟ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରି ବିପଦରେ ଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିବା ଦରଦୀ ବନ୍ଧୁ ମାନବ ସେବା ଯୋଗାଇ ଆସୁଛନ୍ତି ଦୁଃଖୀ ରଙ୍କି ମାନଙ୍କୁ ତାଙ୍କୁ ଅନୁଷ୍ଠାନକୁ ସମ୍ମାନ ଜଣାଇ ମାନପତ୍ର ଉତ୍ତରୀୟ ଉପହାର ପ୍ରଦାନ କରାଯାଇ ସେବା ମିତ୍ର ସମ୍ମାନରେ ସମ୍ମାନିତ କରା ଯାଇଥିଲା ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ପ୍ରୋଗ୍ରାମରେ ଉପସ୍ଥିତ ରହି ମଞ୍ଚରେ ଅତିଥିଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଶତପଥୀ ସମ୍ମାନୀୟ ଶ୍ରୀଯୁକ୍ତ ଆଇନଜୀବୀ ସୁମନ୍ତ ସ୍ୱାଇଁ ମୁଖ୍ୟବକ୍ତା ଡାକ୍ତର ଅଶ୍ଵନି କୁମାର ଲେଙ୍କା ବରେଣ୍ୟା ଅତିଥି ବିଶିଷ୍ଟ ସମାଜସେବୀ ମଧୁମିତା ରାୟଚୌଧୁରୀ ବରେଣ୍ୟ ଅତିଥି ଅଧ୍ୟାପକ ସନ୍ତୋଷ କୁମାର ଦାସ ବିଶିଷ୍ଟ ସାମ୍ବାଦିକ ମୁଖ୍ୟ ବକ୍ତା ସୁଧାଂଶୁ ଶେଖର ରାଉତ ଅତିଥି ବିଶିଷ୍ଟ ସାମ୍ବାଦିକା ଲଷ୍ମୀପ୍ରିୟା ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଶୁଭେଚ୍ଛା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment