କେନ୍ଦୁପାଟି ଗ୍ରାମ ରେ ୧୩ତମ ମାଁ ଝରାବହଲେନ ମହା ଲଷ୍ମୀ ପୂଜା ଆରମ୍ଭ


ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ଖରିଆର ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମ ରେ ମାଁ ଝରାବହଲେନ ମହା ଲଷ୍ମୀ ପୂଜା ସାମୁହିକ ପୂଜା ଆରମ୍ଭ ହୋଇଯାଇଛି ଉକ୍ତ କଳସ ଯାତ୍ରା ରେ ଗ୍ରାମ ର ଶତାଧିକ ମହିଳା ମାନେ ସ୍ଥାନୀୟ ମହାଦେବ ପାଖରୀ ରୁ କଳସ ରେ ପାଣି ଭରି ପୂର୍ଣ୍ଣ କଳସ ଟି ଙ୍କୁ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ ଏହି କଳସ ଯାତ୍ରା ରେ ସଂକୀର୍ତନ ଘଣ୍ଟ ଶଙ୍ଖ ଓ ବାଜା ବିଜେଇ ଧ୍ଵନିରେ କେନ୍ଦୁପାଟି ଗାଁ ରେ କମ୍ପି ଉଠିଥିଲ ଏହି ଲଷ୍ମୀ ପୂଜା. 09/12/2024/ଠାରୁ 13/12/2024 ପର୍ଯ୍ୟନ୍ତ ଚାଲି ରହିବ ଉକ୍ତ ପୂଜାରେ କର୍ତ୍ତା ଭାବରେ ଶ୍ରୀଯୁକ୍ତ ଝୁମୁକଲାଲ ପୋଡ଼ ଓ ତାଙ୍କ ଧର୍ମପତ୍ନୀ ସଞ୍ଜନା ପୋଡ଼ ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଶ୍ରୀଯୁକ୍ତ ରଞ୍ଜନ କୁମାର ମିଶ୍ର ଓ ତାଙ୍କ ସହଯୋଗୀ ରୋମାଞ୍ଚ ବିଶି ରୀତିନୀତି ର ସହ ପୂଜା ଅର୍ଚନା କରି ପୂଜା ଟି ଙ୍କୁ ଆଗେଇ ନେଇଅଛନ୍ତି ଉକ୍ତ ପୂଜା କମିଟି ର ସଭାପତି ଶ୍ରୀଯୁକ୍ତ କୁନୁ ରାମ ପୋଡ଼ ସମ୍ପାଦକ ଯୋଗେନ୍ଦ୍ର କଟା କୋଷାଧକ୍ଷ ପ୍ରେମେଲାଲ ଷଣ୍ଢ ଓ କେନ୍ଦୁପାଟି ଗାଁ ର ଝୁମାକଲାଲ ବାଗ ଦୁର୍ବଳ ତାଣ୍ଡି ହରିହର ବାଗ ବାସୁଦେବ ମାଝୀ ଛାୟାଲାଲ ମାଝୀ ରବିଚନ୍ଦ୍ର ପୋଡ଼ ମହାଦେବ ପୋଡ଼ ଅମିତଲାଲ ତାଣ୍ଡି ସୁବାଷ ବାଗ ହରି ମାଝୀ ଅର୍ଜୁନ ପୁଞ୍ଜି ଚନ୍ଦ୍ର ପୋଡ଼ ଦିବ୍ୟ ଲୋଚନ ଷଣ୍ଢ କିରଟି ପୋଡ଼ ଜୟକର ମଲ୍ଲିକ କୃଷ୍ଣ ମଲ୍ଲିକ ବଳଦେବ ମଲ୍ଲିକ ନବୀନ ଷଣ୍ଢ ସୁନାଧର ପୋଡ଼ ପରମାନନ୍ଦ ପୂଝରୀ ଇନ୍ଦ୍ର ମଲ୍ଲିକ ଅଶୋକ କେତେକି ସାଧୁ କେତକୀ ଚିତ୍ରସେନ ବାଗ ଯୁଗେଶ୍ୱର ପୋଡ଼ ଭୁବନେଶ୍ୱର ଷଣ୍ଢ ଜିତ ଷଣ୍ଢ ଗୋବିନ୍ଦ ମହାନନ୍ଦ ଶଙ୍କର ମହାନନ୍ଦ ତିଳକ ଜଗତ କପିଳ ମହାନନ୍ଦ ଦାମୋଦର ବାଗ ଗୁଣ ଷଣ୍ଢ ଦିବାକର ମଲ୍ଲିକ ଆଙ୍କୁ ମାଝୀ ନିତ୍ୟାନନ୍ଦ ଷଣ୍ଢ ପଙ୍କଜ ଷଣ୍ଢ କାର୍ତ୍ତିକ ମହାନନ୍ଦ ଓ ସମସ୍ତ କର୍ମକର୍ତା ଓ ଗ୍ରାମବାସୀ ବୁନ୍ଦସହଯୋଗ କରିଥିଲେ ଓ ଦର୍ଶକ ମାନଙ୍କର ପାଇଁ ପ୍ରତ୍ୟେକ ରାତ୍ର ରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଅଛି।

Post a Comment

Previous Post Next Post