ସିନାପାଲି (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖରସେଲ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠି କୁ ନେଇ ନାବାଡ଼ ପକ୍ଷରୁ ଭରସା ଏନ ଜି ଓ ତରଫରୁ ଖରସେଲ ଠାରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ନାବାଡ଼ ପକ୍ଷରୁ ମୁଖ୍ୟ ଅତିଥି ଭାବରେ ନୂଆପଡା ଡ଼ି ଡ଼ି ଏମ ସୁନାରାମ ମାଝୀ, ଓ ଏଲ ଏମ ପ୍ରୋଗ୍ରାମ ମେନେଜର ମିଥୁନ କୁମାର ତାଣ୍ଡି,ଭରସା ଏନ ଜି ଓ ର ସମ୍ପାଦକ ଛତ୍ରଧର ଦଣ୍ଡସେନା, ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନଙ୍କୁ ନେଇ ତାଲିମ ଶିବିର କରାଯାଇଥିଲା । ଏହି ଶିବିରରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ଚାରା ଉତ୍ପାଦନ କିପରି କରାଯିବ ଓ ସେଥିରୁ ମା ମାନେ କିପରି ଉଦ୍ୟୋଗୀ ହୋଇ ପାରିବେ ସେହି ବିଷୟରେ ମା ମାନଙ୍କୁ ବୁଝାଇ ଥିଲେ। ଏବଂ ନିଜେ କେମିତି ରୋଜଗାର ପନ୍ଥା ଅବଲମ୍ବନ କରି ପାରିବେ ସେହି ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠି ମା ମାନଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭରସା ଏନ ଜି ଓ ର ସମ୍ପାଦକ ମା ମାନଙ୍କୁ କିପରି ଚାରା ଉତ୍ପାଦନ କରି ରୋଜଗାର ର ପନ୍ଥା କରିପାରିବେ ସେହି ବିଷୟରେ ବୁଝାଇ ଥିଲେ।

Post a Comment