କଣ୍ଟାମାଳ ୦୬/୧୦ (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେ ୧୨ଦିନ ହେଲା ବିଦ୍ୟୁତ୍ ନଥିବାରୁ ଗାଁ ରେ ୫୦ପରିବାର ଅନ୍ଧାରରେ ରହୁଛନ୍ତି। ବିନା ବିଦ୍ୟୁତ୍ ରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ବିଦ୍ୟୁତ୍ ନଥିବାରୁ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଛି ବିଦ୍ୟୁତ୍ ସେବା। ରାତ୍ରି ସମୟ ରେ ବିଦ୍ୟୁତ୍ ନଥିବାରୁ ମଶା କାମୁଡାରେ ଆକ୍ରାନ୍ତ ହେଉଛନ୍ତି। ରାତ୍ରି ସମୟରେ ଚୋରୀ ଡକାୟତ ର ମଧ୍ୟ ଆଶଙ୍କା ରହିଛି। ନୂତନ ଟ୍ରାନ୍ସଫର୍ମ ଲଗାଇବା ପାଇଁ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ କୁ ଜଣାଇ ଥିଲେ ମଧ୍ୟ ତାଙ୍କରି କଥା କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Post a Comment