କଣ୍ଟାବାଞ୍ଜି,୧୪।୧୦ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଝରଣୀ ପଞ୍ଚାୟତ ନୂଆପଡା ଗାଁ ରେ ଝରଣୀ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଯାଦବ ସମାଜ ର ଗଉଡ଼ ବାଡ଼ି ଖେଳ ପ୍ରଦର୍ଶନ ହୋଇଥିଲା। ପ୍ରଥମେ ମାଁ ଚଣ୍ଡୀ ସମଲେଇ ଙ୍କୁ ପୂଜାର୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆୟୋଜିତ ସାଧାରଣ ସଭାରେ ତୁରେକେଲା ବ୍ଲକ ଯାଦବ ମହାସଭା ର ସଭାପତି ମକରଧ୍ୱଜ ନିଆଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବ୍ଳକ ସମ୍ପାଦକ ଭୋଦେବ ବନଛୋର, ଉପସଭାପତି ଜୟଦେବ ଷଣ୍ଢ, କୋଷଧ୍ୟକ୍ଷ ବଦନ ହଂସ, ସହ ସମ୍ପାଦକ ନୀଳାମ୍ବର ସଗରିଆ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ର ସହ ସମ୍ପାଦକ ହୁଲେଶ୍ୱର ହଂସ,ପଞ୍ଚାୟତ ସଭାପତି ଗିରିଧାରୀ ହଂସ, ସୁବାସିଂ ଆଡ଼ଯୁଆଡ଼, ହେମପତି ଛତ୍ରିଆ, ଯୁଗେଶ୍ୱର ସଗରିଆ, ବ୍ରଜ ମାହାର, ନିରାକାର ବାଗ, ରାଜୁ ବାଗ, ଜୟମନ ବାଗ, ସତ୍ୟ ଘିଭେଲା, ହଳଧର ନିଆଲ, କୁଳମଣି କାଣ୍ଡ, କାର୍ତ୍ତିକ ବନଛୋର, ବାୟାପନ ସଗରିଆ, ବାଲକୃଷ୍ଣ ବନଛୋର, କପିଳ ବଚ୍ଛା, କିଶୋର ଟାହାଣୀ,,ପୂର୍ବତନ ଖଗସା ସରପଞ୍ଚ ସୁଦର୍ଶନ କଟା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯାଦବ ମାନଙ୍କୁ ସବୁ କ୍ଷେତ୍ର ରେ ସାମ୍ବିଧାନିକ ଅଧିକାର ପାଇଁ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଅତିଥି ମାନେ ଆହ୍ୱାନ ଦେଇଥିଲେ । ଯାଦବ ମାନଙ୍କ ସଂରକ୍ଷଣ ଦେବା ପାଇଁ ଦାବି କରାଯାଇଥିଲା । ଶିକ୍ଷା କ୍ଷେତ୍ର ରେ ସମସ୍ତେ ଆଗେଇ ଆସିବା,ନିଶା ମୁକ୍ତ ହେବା ପାଇଁ ଆହ୍ୱାନ କରାଯାଇଥିଲା ।ସଭାରେ ନୁଆଁଖାଇ ସାରିବା ପରେ ଜୁହାର ଭେଟ ହୋଇଥିଲେ । ଯାଦବ ସମାଜ ଯୁବନେତା ତେଜୁରାମ ବାଗ ମଞ୍ଚ ପରିଚାଳନା କରିଥିଲେ। ଝରଣୀ ପଞ୍ଚାୟତ ସଭାପତି ଭୀଷ୍ମଦେବ ବଚ୍ଛା, ଉପସଭାପତି ପ୍ରେମ ଛତ୍ରିଆ, ସମ୍ପାଦକ ମନୋଜ ହଂସ, ସହ ସମ୍ପାଦକ ପୀତବାସ ବନଛୋର, କୋଷାଧକ୍ଷ ପ୍ରମାନନ୍ଦ କେତକୀ, ଉପଦେଷ୍ଟା ନରେନ୍ଦ୍ର ବଚ୍ଛା, ଚପରାଶି ଦେବରାଜ ବଚ୍ଛା ପ୍ରମୁଖ ଙ୍କ ସହ ଝରଣୀ ପଞ୍ଚାୟତ ର ଯାଦବ ସମାଜ ର ସମସ୍ତେ ସହଯୋଗ କରିଥିଲେ। ଏଥିରେତୁରେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ମୁରିବାହାଲ ଅଞ୍ଚଳ ର ଯାଦବ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ ।(ଫଟୋ ସହ )

Post a Comment