କୋମନା (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବଜାର ପଡିଆ କଲ୍ୟାଣ ମଣ୍ଡପ ଠାରେ LDA ପ୍ରତିଷ୍ଠାତା ଶ୍ରୀମାନ ଲବ ସୁନା ଙ୍କ ନେତୃତ୍ୟରେ ଏକ ପ୍ରେସ ମିଟ କରାଯାଇଥିଲା ।କୋମନା ଥାନା ରେ ଲୋକଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଏବଂ କାର୍ଯ୍ୟ ରେ ଅବହେଳା ହେଉଥିବା ସକାଶେ ଅଧିକାଂଶ ଲୋକ ବହୁତ ସମସ୍ୟା ର ସମ୍ମୁଖୀନ ଭୋଗୁଥିବାରୁ LDA ସଙ୍ଘଠନ କୋମନା ତରଫରୁ ଏକ ପ୍ରେସମିଟ ରଖା ଯାଇଥିଲା । ଏହି ପ୍ରେସ ମିଟ କାର୍ଯ୍ୟ କ୍ରମ ରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ଆସନ୍ତା ୨୩ ରେ କୋମନା ଥାନା ଘେରାଓ କରାଯିବ ବୋଲି କୋମନା LDA ସଂଘ ଘୋଷଣା କରିଅଛି । ଏହି ପ୍ରେସମିଟ ରେ LDA କୋମନା ସଂଘଠନ ରୁ ଶ୍ରୀମାନ ଅଜମ୍ବର ତାଣ୍ଡି, ଶ୍ରୀମାନ ମୁଖ ସୁନା, ଶ୍ରୀମାନ ରଞ୍ଜନ ସେନାପତି, ଶ୍ରୀମାନ ଲଷ୍ମୀକାନ୍ତ ତାଣ୍ଡି,ଶ୍ରୀମାନ ଜୟ ଶଙ୍କର ଖମାରି,ଶ୍ରୀମାନ ଜଗଦୀଶ ସୁନା, ଶ୍ରୀମାନ ଉବେଶିଙ୍ଗ ଜଗତ, ଏବଂ LDA ସଙ୍ଘଠନ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment