ଅସହାୟ ଆଦିବାସୀ ସମ୍ପ୍ରଦାୟର ପରିବାର ସହାୟ ହୋଇଛି "ଛୋଟ ଏକ ପ୍ରୟାସ" ଟ୍ରଷ୍ଟ


ହିନ୍ଦୋଳ (ଆଜତକ୍ ଓଡ଼ିଶା) ମୂଷଳ ଧାର ବର୍ଷା ରେ ଖୋଲା ଆକାଶ ତଳେ ଗୋଟିଏ ଅସହାୟ ଆଦିବାସୀ ସମ୍ପ୍ରଦାୟର ପରିବାର ଟିଏ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବୁହାଳିପାଳ ପଞ୍ଚାୟତ ବୁହାଳିପାଳ ଗ୍ରାମର ଜୁଆଙ୍ଗ ସାହିରେ ଏକ ମଲ୍ହାର ସମ୍ପ୍ରଦାୟର ବ୍ୟକ୍ତି ସୁଲେଖ ବେହେରା ଓ ପତ୍ନୀ ଝରଣା ବେହେରା ଜୀବନ ଯାପନ କରୁଥିବା ବେଳେ ହିନ୍ଦୋଳ ଅଞ୍ଚଳରେ ଅସହାୟ ର ଆଶାର ବାଡ଼ି ଭାବରେ ଗଢି ଉଠିଥିବା "ଛୋଟ ଏକ ପ୍ରୟାସ" ଟ୍ରଷ୍ଟ ର ସଭାପତି ପ୍ରଭାତ ବିଶ୍ୱାଳ ଙ୍କ ସହ ଅରବିନ୍ଦ ବେହେରା ,ଶ୍ରୀ କାନ୍ତ୍ ସାହୁ ,ବୁଦ୍ଧିଆ ବାରିକ , କାବୁଲ ମାଝୀ ସୁଲେଖା ଙ୍କ ପାଖରେ ପହଞ୍ଚି ଜରିପାଲରେ ଘରଟିକୁ ଘୋଡାଇବା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ,ଏହି ଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ ।

Post a Comment

Previous Post Next Post