ପବିତ୍ର ଗୁରୁ ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତରଫରୁ ତାଳଚେର ବ୍ଲକ ର ଘଣ୍ଟପଡା ପଞ୍ଚାୟତର ସେଣ୍ଟାଲ କଲୋନୀ ଥିବା ଜୟ ଶିବା କଳା ପରିଷଦ ର ଆଖଡ଼ା ଶାଳରେ ନାଟ୍ୟଗୁରୁ ରବି ବିଶ୍ୱାଳ ଓ ଅପରାଜିତା ସଢଙ୍ଗୀ ଙ୍କୁ ସଂମାନ ଜଣାଇ ଗୁରୁ ପୂଜନ ହେଇଥିଲା ଏବଂ ମୂଲ୍ୟବାନ ସମୟ ଦେଇ ନାଟ୍ୟ ଶିକ୍ଷାଦାନ କରୁଥିବା ପବିତ୍ର ଗୁରୁ ଦିବସରେ ଫୁଲତୋଡ଼ା ଓ ପେନ, ଉତ୍ତରୀ ଦେଇ ସଂମ୍ମାନନିତ କରାଯଇଥଲା । ଭାରତର ପୃର୍ବତନ ରାଷ୍ଟ୍ରପତି କୋଟି ଜନତାଙ୍କ ମାର୍ଗଦର୍ଶକ ସର୍ବପଲି ରାଧାକ୍ରିଷ୍ଣଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନଃମ । ଅଜ୍ଞାନର ଅନ୍ଧକାରରୁ ଆଲୋକର ମାର୍ଗରେ ପରିଚାଳିତ କରିବାରେ ଗୁରୁ ହିଁ ଶେଷ୍ଠ । ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ପାଳନ କରାଯାଇଥିଲା ଏବଂ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ,ଉପଦେଷ୍ଟା ସୁମନ୍ତ କୁମାର ବେହେରା, ସଭାପତି ହେମନ୍ତ ବେହେରା, ପ୍ରିନ୍ସ ବେହେରା, ସୃଦର୍ଶନ ବେହେରା, ବସନ୍ତ ମହାନ୍ତି, ହେମନ୍ତ କୁମାର ବିଶ୍ୱାଳ,ମନୋରଞ୍ଜନ ଗଡ଼ନାୟକ,ବସନ୍ତ ନାଏକ,ମଗୁଳ ବେହେରା, କୁନା ନାଏକ, ଦେବା ନାଏକ, ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥଲେ ।

Post a Comment