ସିନାପାଲି:୦୨/୦୯ (ପରମେଶ୍ବର ମେହେର) ଆସନ୍ତା ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ନେହେରୁ ମଣ୍ତପ ଠାରେ ସାମୁହିକ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ସଭା ପୂର୍ବତନ ସଭାପତି ଶଶିଭୂଷଣ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ରଜନୀକାନ୍ତ ମାଝୀ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହା ପରେ ଚଳିତବର୍ଷ ପୂଜା ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ସଭାପତି ଭାବରେ ରଜନୀକାନ୍ତ ମାଝୀ, ଉପସଭାପତି ଡ, ଅରିଗଞ୍ଜନ ଯୋଷୀ ଓ ମନିସ ପଟେଲ, ସଂପାଦକ ବିଦ୍ଯାଧର ସା, ସହସଂପାଦକ ହୄଷିକେଶ ବେମାଳ, ଯୁଗ୍ମ ସଂପାଦକ ଲୋଚନ ସାଗର ଓ କେଶବ ମାଝୀ ଏବଂ କୋଷାଧ୍ଯକ୍ଷ ଭାବରେ ନୃପରାଜ ମେହେର ଓ ବିରେଂଦ୍ର ମେହେରଙ୍କୁ ମନୋନିତ କରାଯାଇଛି । ସେହିଭଳି କମିଟିର ଉପଦେଷ୍ଟା ଭାବରେ ଶଶିଭୂଷଣ ମାଝୀ, ନାରାୟଣ ପାତ୍ର, ଗଲାମଣି ସା, ପ୍ରଶାନ୍ତ ଯୋଷୀ, ଚଂଦ୍ରଶେଖର ମେହେର, ତେଜ ମାଝୀ, କମଳାକାନ୍ତ ମାଝୀ, ଡୋଳାମଣି ସାଗରଙ୍କ ସହ ପୂର୍ବତନ କାର୍ଯ୍ଯକାରୀ ସଭ୍ଯ ରହିଛନ୍ତି । ସେହିପରି ଚଳିତ ବର୍ଷର କାର୍ଯ୍ଯକାରୀ ସଦସ୍ଯ ଭାବରେ ଚୂଡ଼ାମଣି ନାଗ, ଉମେଶ ଚଂଦ୍ର ମେହେର, ରୂପେଶ ସେଠି, ରାକେଶ, ପିକୁ ମେହେର, ପିଂକୁ, ରିଙ୍କୁ ନାଏକ, ଭୂବନ ମେହେର, ରାଜୁ ମାଝୀ, ଗଙ୍ଗାଧର ମାଝୀ, ମହେଂଦ୍ର ନାଏକ, ରଶ୍ମିରଞ୍ଜନ ସା, ଯଶୋବନ୍ତ ସା, ଟେକରାମ ସା, କୋଦୋ ବନ୍ଦିଛୋର, ପୁରୁଷୋତ୍ତମ ସା, ମିତ୍ରଭାନୁ ସା, ମଣ୍ଟୁ ବାରିକ ପ୍ରମୁଖଙ୍କୁ ରଖା ଯାଇଛି । କର୍ତ୍ତା ଭାବରେ ବିଦ୍ଯାଧର ମେହେର ଥିବା ବେଳେ ମୂର୍ତ୍ତି କାରିଗର ଭାବରେ ଶତୄଘନ ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି । ପୂଜାକୁ ଭବ୍ଯ ଓ ଶୃଙ୍ଖଳିତ କରିବା ପାଇଁ ସଭାରେ ବିଶଦ ଆଲୋଚନା କରାଯାଇଛି । ଶେଷରେ ବିଦ୍ଯାଧର ସା ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।

Post a Comment