ବଲାଙ୍ଗିର : ୨୮/୦୯ (ଗଣେଶ ଦାସ) ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ରାସ୍ତା କଡ଼ରେ ଥିବା ସୁଖା ଗଛ ଗୁଡ଼ିକ ବାଟୋଇଙ୍କ ଉପରେ ପଡ଼ିଜିବାରୁ ଲୋକଙ୍କ ଅକାରଣେ ଜୀବନ ଚାଲି ଯାଉଛି। ଜୀବନ ଗଲାପରେ ପ୍ରଶାସନ ଚିନ୍ତା କଲେ ଲାଭକଣ । ସୂଚନା ଯୋଗ୍ୟ ଯେ ତୁରେକେଲା ବ୍ଲକ ଅଫିସ୍ ଯିବା ଆସିବା କରିବାପାଇଁ ହଜାର ହଜାର ଲୋକ ପ୍ରତିଦିନ ଏହି ରାସ୍ତା ଉପରେ ଯାଇଥାନ୍ତି। ପ୍ରତିଦିନ ଝରଣୀ ଓ ଏ ଭି ସ୍କୁଲ କୁ ଶତାଧିକ ଛାତ୍ର ଛାତ୍ରୀ ଯିବା ଆସିବା କରୁଛନ୍ତି । ଝରଣୀ ଅଂଚଳ ର ଛାତ୍ର ଛାତ୍ରୀ ମାନେ ଏହି ଗଛ ମୂଳରୁ ବସ୍ ମାଧ୍ୟମ ରେ କଣ୍ଟାବାଞ୍ଜି କଲେଜ କୁ ଯିବା ଆସିବା କରୁଛନ୍ତି। ସାମ୍ନାରେ ଏକ ହୋଟେଲ ଅଛି ଶହଶହ ଲୋକ ପ୍ରତିଦିନ ଏହି ହୋଟେଲ କୁ ଟିଫିନ୍ ଖାଇବା ପାଇଁ ଆସନ୍ତି। ଏହି ଭଳି ବ୍ୟସ୍ତ ବହୁଳ ଛକ ରାସ୍ତା ରେ ବିପଦ ସଙ୍କୁଳ ଶୁଖା ଗୁହୁରିଆ ଗଛ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ଚାରି ମାସହେବ ଝରଣି ଗ୍ରାମର ଲୋକେ ଏହି ଗଛକୁ କାଟିବା ପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କେହି ଧ୍ୟାନ ଦେଉନାହାନ୍ତି। ତୁରନ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେଇ ଲୋକଙ୍କ ଜିବନପ୍ରତି ବିପଦ ସଙ୍କୁଳ ଗଛଟିକୁ ଉଦ୍ଧାର କରିବାକୁ ସମଗ୍ର ଝରଣି ବାସୀଙ୍କ ଦାବୀ ହେଉଛି।

Post a Comment