କଣ୍ଟାମାଳ ଠାରେ ପ୍ରଦେଶ କଂଗ୍ରେସ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ


କଣ୍ଟାମାଳ:୨୨/୦୯ (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କଣ୍ଟାମାଳ ପ୍ରଦେଶ କଂଗ୍ରେସ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି । ବିଶ୍ଵାମିତ୍ର ପାଢ଼ୀ ନେତୃତ୍ବରେ ରବିବାର ଦିନ ଗିରି ଗୋବର୍ଦ୍ଧନ ମନ୍ଦିର ନିକଟରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରସାନ୍ତ ସାହୁ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସଦସ୍ୟ ସୁନା ଧର ପୁଟେଳ,ଗୋପ ରଣା, ମଦନ ହରିପାଳ, ନିତ୍ୟାନନ୍ଦ କର୍ମି, ଶୁକଦେବ ମଙ୍ଗରାଜ, ତିଳୋଚନ ରାଜପୁତ, ନକୁଳ, ପବିତ୍ର ରଣା, ସନ୍ତୋଷ ତାଣ୍ଡି,ଓ କର୍ମୀମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post