ନୂଆପଡ଼ା:- ୧୪/୦୯ /(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ନ୍ୟାସନାଲ ମହା ବିଦ୍ୟାଳୟ ରେ ହିନ୍ଦୀ ଦିବସ ପାଳିତହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିତେଶ କୁମାର ସାହୁ ଙ୍କ ନେତୃତ୍ୱ ରେ ହୋଇ ଥିଲା ଓ ଏହି କାର୍ଯକ୍ରମ ରେ ଖରୀଆର ରୋଡ ର ପ୍ରସିଦ୍ଧ କବି ରାକେଶ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରାଧ୍ୟାପକ ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗଡତ୍ୟା, ମମତା ପଟ୍ଟନାୟକ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ହିନ୍ଦୀ ଆମର ରାଷ୍ଟ୍ରଭାଷା । ଏହି ଭାଷା ହିଁ ଭବିଷ୍ୟ ରେ ସମ୍ପୂର୍ଣ ଦେଶ କୁ ଗୋଟିଏ ସୂତ୍ର ରେ ବାନ୍ଧି ପାରେ। ହିନ୍ଦୀ ବିଭାଗ ମୁଖ୍ୟ ଜଗନ୍ନାଥ ମେହେର ଓ ଅଧ୍ୟାପକ ବିଶ୍ୱଜିତ୍ କଲତା ଏହି କାର୍ଯକ୍ରମ କୁ ପରିଚାଳନା କରି ଥିଲେ। ବିଭାଗ ମୁଖ୍ୟ ଜଗନ୍ନାଥ ମେହେର ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଅଧ୍ୟାପକ ପ୍ରକାଶ ସାହୁ, ଶୁକଦେବ ଭିଲ୍, ହେମଳ ସା, ପ୍ରମିତା ମାଝି, ଆଶା ମେହେର ଓ କଲେଜ ର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯକ୍ରମ ରେ ସହଯୋଗ କରି ଥିଲେ।

Post a Comment