୪୬ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି : ସରୋଜ କୁମାର


ଅନୁଗୋଳ (ଆଜତକ୍ ଓଡ଼ିଶା) ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ନାତିଡ଼ି ଗ୍ରାମର ଧରଣୀ ଧର ସାହୁ ଓ ସାରଳା ସାହୁ ଙ୍କ ପୁତ୍ର ସରୋଜ କୁମାର ସାହୁ ଯିଏକି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପରିବାର ନାମରେ ଏକ ସମାଜ ପାଇଁ ଉତ୍ସର୍ଗୀକୃତ ସ୍ବେଛାସେବୀ ସଂଗଠନ ଗଠନ କରି ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି, ଓ ଗରିବ ତଥା ଅସହାୟ ମାନଙ୍କୁ ବିଭିନ୍ନ ପ୍ରକାର ସେବା ଯଥା ଛୋଟ ଛୋଟ ପିଲାଙ୍କ ପାଇଁ ଆମ ପାଠଶାଳା,ଜଳ ଛତ୍ର, ଅନ୍ନପ୍ରସାଦ, ପରିବେଶ ସୁରକ୍ଷା,କଳା କାର ସଂମ୍ମାନ,ବୃକ୍ଷ୍ୟ ରୋପଣ,ବିଭିନ୍ନ ଅନୁଷ୍ଠାନ କୁ ସଂମ୍ମାନ ସମ୍ଭବ ତାଙ୍କର ଲକ୍ଷ୍ୟ । ଆଉ ଆଜି ମଧ୍ୟ୍ୟ ସେ ୪୬ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି ।

Post a Comment

Previous Post Next Post