କୋମନା (ବିରବଲ ପ୍ରଧାନ) ଓଡିଶା ବିଜେପି ର ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ହୃଦ ରୋଗ ଜନିତ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଏସିଆନ ହାର୍ଟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ଶିବମନ୍ଦିର ରେ ଅଂଚଳ ର ଶତାଧିକ ଜନସାଧାରଣ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ମହାପ୍ରଭୁ ମହାଦେବ ଙ୍କ ଠାରେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଅବସରରେ ଏହିଅଞ୍ଚଲ ର ବରିଷ୍ଠ ବିଜେପି କର୍ମୀ ଛବି ଲୋଚନ ସାହୁ, ବୈଷମପାୟନ ସାହୁ, ଶିବପ୍ରସାଦ ବାଗ, ଭୁବନେଶ୍ଵର ସାହୁ, ବୈଷ୍ଣବ ଦୂରିଆ, ରାଜୁ ରଣା, ବଲିରାମ ସାହୁ, ହେମଚନ୍ଦ ମଟାରୀ, ତନତ ପରାଭୂଏ, ଚମରା ମାଝୀ, ହିରା ନାଏକ, କଏଲସିଂ ନାଏକ, ରୋହିତ ସାହୁ ଓ ଶିବ ମନ୍ଦିରର ପୂଜକ ବିମ୍ବା ରଣାଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ।

Post a Comment