ବିଶ୍ୱ ଜଡିବୁଟି ଦିବସ ପାଳିତ


 ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ମାଟୁପାଲି ପ୍ରଭାତ ଶାଖା ତରଫରୁ ଆଜି ଆଚାର୍ଯ୍ୟ ବାଲକୃଷ୍ଣଙ୍କ ଜନ୍ମଦିନ ଅବସରରେ ଜଡିବୁଟି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା ପ୍ରକୃତିବନ୍ଧୁ ହୃଷିକେଶ ଦେହେରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିପରି ସୁରକ୍ଷା କରିବେ ଓ ବିଭିନ୍ନ ରୋଗରୁ ଉପସମ ପାଇବା ପାଇଁ ଔଷଧିୟ ବୃକ୍ଷର ବ୍ୟବହାର କରି ନିଜ ଜୀବନକୁ ସୁସ୍ଥ କରିପାରିବେ ସେ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜସେବୀ ଶମ୍ଭୁରାଜ କର୍ଣ୍ଣ, ଉପସ୍ଥିତ ରହିଥିଲେ ରାଷ୍ଟ୍ରୀୟ ସ୍ବେଛାସେବୀ ଧବଳେଶ୍ୱର ଭୁକ୍ତା ଗୋବିନ୍ଦ ଭୋଇ, ଗଙ୍ଗାଧର ବାଘ, ଉଦବ ମେଲ୍ଲୀ ସୁଶାନ୍ତ ଠାକୁର ।

Post a Comment

Previous Post Next Post