କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବନିତା ଅକ୍ଟିବିଟୀ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସୁରୁଖୁରୁରେ ପାଳିତ ହୋଇଯାଇଅଛି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ DIET ପ୍ରିନ୍ସିପାଲ୍ ଶ୍ରୀ ରୂପ ଚନ୍ଦ୍ର ସରେନ୍ , ପଞ୍ଚାନନ ମିଶ୍ର , ରବି ନାୟକ , ଏନ ଦାଶରଥି ଯୋଗଦାନ କରି କୃଷ୍ଣ ଗାଥା ଏବଂ ପିଲା ମାନଙ୍କୁ ଭକ୍ତି ର ଦିଗ ଦର୍ଶକ ଭାବେ ପରିଦର୍ଶନ କଲେ ଏବଂ ସ୍କୁଲର ନିର୍ଦ୍ଦେଶକ ବନିତା ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ସ୍କୁଲର ପିଲାମାନେ ଅନେକ ନାଟ୍ୟ ପରିଦର୍ଶନ କରିଥିଲେ ଏବଂ ଏହା ସମାଜ ପାଇଁ ଏକ ମଙ୍ଗଳ କାର୍ଯ୍ୟ ଅଟେ ବୋଲି ସାଧାରଣରେ ମତ ରଖାଯାଇଅଛି ।

Post a Comment