ନୂଆପଡା ୨୬/୦୮ ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ଜିଲ୍ଲା ସ୍ତରୀୟ ନେତୃତ୍ବ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର କୁ କଲେଜ ଅଧ୍ୟକ୍ଷ ଅବନୀ ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ଡ଼.ଚିତ୍ତ ରଂଜନ ଖୁଣ୍ଟିଆ, ମାଁ ମାଣିକେଶ୍ଵରୀ ଜୟନ୍ତ ଦଣ୍ଡସେନା, ଯୋଜନା ଅଧିକାରୀ, ପ୍ରତାପ ଦାସ ଜେପି ସନ୍ଧ୍ୟା ମହାବିଦ୍ୟାଳୟ, ଯୋଜନା ଅଧିକାରୀ ଡ଼ କିଶୋର କୁମାର କର୍ଣ, ଡିପିଓ ନୂଆପଡ଼ା ପ୍ରଣତି ପଣ୍ଡା, ପୂର୍ବତନ ଡ଼ିପିଓ ସନ୍ତୋଷ କୁମାର ମୁଣ୍ଡ, ଅର୍ଥନୈତିକ କେତକୀ ମେହେର ଧନ୍ୟବାଦ ଦେଇଥିଲେ। କଲେଜ୍ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Post a Comment