ବିଦାୟୀ ମୁଖ୍ୟମନ୍ତ୍ରୀ' ଙ୍କୁ ନବାଗତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ


ନୂଆପଡା :-୧୨/୦୬ (ବିରବଲ ପ୍ରଧାନ) ଓଡ଼ିଶା ସଂସ୍କୃତି ଏବଂ ପରମ୍ପରା ସହିତ କନିଷ୍ଠ ଙ୍କ ବରିଷ୍ଠ ସଦସ୍ୟଙ୍କୁ ସମ୍ମାନ ଏବଂ ସ୍ବାଭିମାନ ର ନିମନ୍ତ୍ରଣ ଦେଇଥାନ୍ତି । ତାହା ଏହି ଫଟୋ ଚିତ୍ର ରେ ଉଲ୍ଲେଖ ରହିଅଛି।ଓଡ଼ିଶା ରେ ବିରଳ ଚିତ୍ର, ଓଡ଼ିଆ ସଂସ୍କୃତିର ପରିଭାଷା କହେ ଏହି ଫଟୋଚିତ୍ର, ବିଦାୟୀ ମୁଖ୍ୟମନ୍ତ୍ରୀ ଙ୍କୁ ନବାଗତ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ଶତଥ ଗ୍ରହଣ ଉତ୍ସବ ପାଇଁ ଡାକିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଏହି ଶପଥ ଗ୍ରହଣ ଉତ୍ସବ ରେ ଯୋଗ ଦେବେ। ଓଡ଼ିଶା କୁ ୯ ଗୋଟି ମୁଖ୍ୟମନ୍ତ୍ରୀ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୪.୪୫ ମିନିଟ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Post a Comment

Previous Post Next Post